ମୁମ୍ୱାଇରେ ୨୦ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦେଶରେ ମେ ୩୧ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଲକଡାଉନ୍-4 ଘୋଷଣା ପୂର୍ବରୁ ମହାରାଷ୍ଟ୍ର ଓ ତାମିଲନାଡୁ ସରକାର ଏହି ରାଜ୍ୟରେ ଲକଡାଉନ୍ ଅବଧି ମେ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ ।

ମୁମ୍ୱାଇରେ ୨୦ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

About the Author