IND vs NZ: ଏଜାଜଙ୍କ ବୋଲିଂ ଆଗରେ ଧରାଶାୟୀ ଭାରତ; ସମସ୍ତ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

India vs New zealand 2nd test: ଏଜାଜ ପଟେଲ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସମସ୍ତ 10 ଟି ୱିକେଟ୍ ନେବାର ବିଶ୍ୱର ତୃତୀୟ ବୋଲର ହୋଇଛନ୍ତି । ସେ ମହମ୍ମଦ ସିରାଜଙ୍କ ୱିକେଟ୍ ନେଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

IND vs NZ: ଏଜାଜଙ୍କ ବୋଲିଂ ଆଗରେ ଧରାଶାୟୀ ଭାରତ; ସମସ୍ତ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More