Army Chief Warning: ଭୂଗୋଳ ବଦଳାଇ ଦେବୁ...ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ଭାରତୀୟ ସେନା ମୁଖ୍ୟ

Army Chief warning to Pakistan: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ସେନା ମୁଖ୍ୟ ସ୍ପଷ୍ଟ ଭାବରେ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନକୁ ଆତଙ୍କବାଦ ବନ୍ଦ କରିବାକୁ ପଡିବ ନଚେତ୍ ଏହାର ଭୂଗୋଳ ବଦଳାଇଦେବୁ।

Army Chief Warning: ଭୂଗୋଳ ବଦଳାଇ ଦେବୁ...ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ଭାରତୀୟ ସେନା ମୁଖ୍ୟ
Image Credit: Army Chief warning to Pakistan

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments