କୋରୋନା ମାମଲାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଲା ଭାରତ

କୋରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଆମେରିକା ଏବଂ ବ୍ରାଜିଲ ପଛରେ ରହିଛି । ଆମେରିକାରେ ବର୍ତ୍ତମାନ ଯାଏ ୨୮ ଲକ୍ଷ ୩୯ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି ।

କୋରୋନା ମାମଲାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଲା ଭାରତ

About the Author