'ରାଫେଲ' ପାଇଁ ଆହୁରି ଅପେକ୍ଷା, ମଇ ଆଶା ଧୂଳିସାତ୍ !

କୋରୋନାର ମୁକାବିଲା କରିବାକୁ ଯାଇ ବିଭିନ୍ନ ଦେଶ ଏବେ ଲକଡାଉନ୍ ଘୋଷଣା କରିଛନ୍ତି । ଆଉ ଏମାନଙ୍କ ଭିତରେ ଫ୍ରାନ୍ସ ବି ରହିଛି । ଫଳରେ ଫ୍ରାନ୍ସର ମେରିନାକରେ ଥିବା 'ରାଫେଲ' କାରଖାନା ଗୋଟିଏ ପ୍ରକାର୍ ଠପ୍ ହୋଇ ପଡ଼ିରହିଛି ।

'ରାଫେଲ' ପାଇଁ ଆହୁରି ଅପେକ୍ଷା, ମଇ ଆଶା ଧୂଳିସାତ୍ !
Image Credit: ପ୍ରତୀକାତ୍ମକ ଫଟୋ

About the Author