ଭାରତରେ ଲକ୍ ଡାଉନ୍ ଯୋଗୁଁ ୭.୬ ଲକ୍ଷ କୋଟି ଟଙ୍କାର ହେବ କ୍ଷତି !

ଏକ୍ୟୁଟ ରେଟିଂ ନିଜ ଏକ ରିପୋର୍ଟରେ କହିଛି ଯେ, ଏଥିରୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପ୍ରତିଦିନ ୪.୫ ବିଲିୟନ ଡଲାର ଅର୍ଥାତ ୩୪ ହଜାର କୋଟି ଟଙ୍କାର କ୍ଷତି ହୋଇପାରେ ।

ଭାରତରେ ଲକ୍ ଡାଉନ୍ ଯୋଗୁଁ ୭.୬ ଲକ୍ଷ କୋଟି ଟଙ୍କାର ହେବ କ୍ଷତି !

About the Author