India-Pakistan Conflict: ଭାଙ୍ଗିଲା ପାକିସ୍ତାନର ମୁହଁ ଫୁଟାଣି,ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଶେହବାଜ

India-Pakistan Conflict: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସୋମବାର ଇରାନରେ ଭାରତ ସହିତ ଆଲୋଚନା ପାଇଁ ନିବେଦନ କରିଛନ୍ତି। କହିଛନ୍ତି ଯେ ସେ, ଭାରତ ସହିତ ଶାନ୍ତି ଆଲୋଚନା ଚାହାଁନ୍ତି। କାଶ୍ମୀର,ଆତଙ୍କବାଦ,ଜଳ ବଣ୍ଟନ ଏବଂ ବାଣିଜ୍ୟ ଭଳି ସମସ୍ତ ସମସ୍ୟାର ସମାଧାନ କରିବାକୁ ଚାହୁଁଛି।

India-Pakistan Conflict:  ଭାଙ୍ଗିଲା ପାକିସ୍ତାନର ମୁହଁ ଫୁଟାଣି,ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଶେହବାଜ