ଟପ୍-୩ ଆଉ ବେଶି ଦୂର ନୁହେଁ, ଋଷର ନିକଟତର ହେଲା ଭାରତ

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମଥର ପାଇଁ ଦିନକରେ ୨୪ ହଜାର ୮୫୦ ମାମଲା ସାମ୍ନାକୁ ଆସିଛି । ସେହିପରି ୬୧୩ ଜଣଙ୍କ ମୃତ୍ୟୁ ହୋଇଛି ।

ଟପ୍-୩ ଆଉ ବେଶି ଦୂର ନୁହେଁ, ଋଷର ନିକଟତର ହେଲା ଭାରତ

About the Author