ଇସ୍ରାଏଲଠୁ ଆଣ୍ଟି ଟ୍ୟାଙ୍କ୍ ସ୍ପାଇକ୍ ମିସାଇଲ କିଣିବ ଭାରତ, LACରେ କରାଯିବ ମୁତୟନ

ବିଗତ ଏକ ବର୍ଷରେ ଇସ୍ରାଏଲରୁ ସ୍ପାଇକ୍ କ୍ଷେପଣାସ୍ତ୍ର ବା ମିସାଇଲ ପାଇଁ ଏହା ଦ୍ୱିତୀୟ ଅର୍ଡର ହେବ । କାରଣ ଏହା ପୂର୍ବରୁ ଏହି କ୍ଷମତାଶାଳୀ କ୍ଷେପଣାସ୍ତ୍ରର ଚୁକ୍ତିନାମା ଜରୁରୀକାଳୀନ ଶକ୍ତି ଅଧୀନରେ ସ୍ୱାକ୍ଷରିତ ହୋଇଥିଲା ଏବଂ ବର୍ତ୍ତମାନ ଏହାକୁ ସାମିଲ କରି ନିଆଯାଇଛି ।

ଇସ୍ରାଏଲଠୁ ଆଣ୍ଟି ଟ୍ୟାଙ୍କ୍ ସ୍ପାଇକ୍ ମିସାଇଲ କିଣିବ ଭାରତ, LACରେ କରାଯିବ ମୁତୟନ

About the Author