ସଙ୍କଟ ବେଳେ ବି ସୁଧୁରିବନି ପାକିସ୍ତାନ

ସୂତ୍ରରୁ ପ୍ରକାଶ ଯେ, ଭାରତର ପାଲଟା ଆକ୍ରମଣରେ ପାକିସ୍ତାନୀ ପୋଷ୍ଟ ଏବଂ ବଙ୍କର୍ ବହୁ କ୍ଷତି ଘଟିଛି । ବୋଧହୁଏ ଏଥିପାଇଁ ପ୍ରାୟ ଏକ ଘଣ୍ଟାପରେ ଗୁଳି ବିନିମୟ ବନ୍ଦ ହୋଇଥିଲା । ଜନ ଗହଳି ଅଞ୍ଚଳକୁ ଟାର୍ଗେଟ କରିବା ବନ୍ଦ କରିଦେଇଛି ପାକିସ୍ତାନ । ଏହି ଗୁଳି ବିନିମୟରେ କ’ଣ କ୍ଷତି ହୋଇଛି ସେ ସମ୍ପର୍କରେ ଉଭୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।

ସଙ୍କଟ ବେଳେ ବି ସୁଧୁରିବନି ପାକିସ୍ତାନ

About the Author