ଶେଷ ହୋଇଯାଇଛି ଟିମ୍ ଇଣ୍ଡିଆର ଏହି ସବୁ ଘାତକ ଖେଳାଳିଙ୍କ କ୍ୟାରିଅର୍? ଦଳରେ ଫେରିବାର ସମସ୍ତ ରାସ୍ତା ହୋଇସାରିଛି ବନ୍ଦ!

ଦଳରେ ପ୍ରତିଯୋଗିତା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯୁବ ଖେଳାଳିମାନେ ଘରୋଇ କ୍ରିକେଟ୍ ଓ ଆଇପିଏଲ (IPL) ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି, ଯାହା ଆଗାମୀ ଦିନରେ କିଛି ବଡ କ୍ରିକେଟରଙ୍କ ଏକଦିବସୀୟ ବା ODI କ୍ୟାରିୟରକୁ ଶେଷ କରିପାରେ । ଏହି ସମସ୍ତ ଖେଳାଳୀମାନଙ୍କ ବିଷୟରେ ଆସନ୍ତୁ ଜାଣିବା...

ଶେଷ ହୋଇଯାଇଛି ଟିମ୍ ଇଣ୍ଡିଆର ଏହି ସବୁ ଘାତକ ଖେଳାଳିଙ୍କ କ୍ୟାରିଅର୍? ଦଳରେ ଫେରିବାର ସମସ୍ତ ରାସ୍ତା ହୋଇସାରିଛି ବନ୍ଦ!

About the Author