ନୌସେନାର କମାଲ, କୋରୋନା ମୁକାବିଲା ପାଇଁ ହଜାର ଟଙ୍କାରେ ତିଆରି କଲା ଏହି ମେସିନ

ଏହାର କମ୍ ମୂଲ୍ୟ ହେତୁ ବର୍ତ୍ତମାନ ସାଧାରଣ ଲୋକମାନେ ଏହାକୁ ସହଜରେ କିଣି ପାରିବେ । କାରଣ ବଜାରରେ ଉପସ୍ଥିତ ଥର୍ମାଲ ଗନର ମୂଲ୍ୟ ବହୁତ ଅଧିକ ରହିଛି ।

ନୌସେନାର କମାଲ, କୋରୋନା ମୁକାବିଲା ପାଇଁ ହଜାର ଟଙ୍କାରେ ତିଆରି କଲା ଏହି ମେସିନ

About the Author