Indian student attacked in Chicago: ଆମେରିକାରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଦେଖନ୍ତୁ ଏହି ଛାତି ଥରା ଭିଡିଓ...

Indian student attacked in Chicago: ଆମେରିକାର ଇଣ୍ଡିଆନା ୱେସଲି ୟୁନିଭରସିଟିରୁ ଆଇଟିରେ ମାଷ୍ଟର କରୁଥିବା ହାଇଦ୍ରାବାଦର ବାସିନ୍ଦା ସୟଦ ମଜହିର ଅଲ୍ଲୀଙ୍କୁ ଚିକାଗୋରେ ଚାରି ଜଣ ଲୋକ ଲୋକ ଅତି ନିର୍ମମ ପିଟିଛନ୍ତି। ଆକ୍ରମଣକାରୀମାନେ ତାଙ୍କ ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଛନ୍ତି। ଫେବୃଆରୀ ୪ରେ ଘଟିଥିବା ଏହି ଆକ୍ରମଣରେ ଭାରତୀୟ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି।

Indian student attacked in Chicago: ଆମେରିକାରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଦେଖନ୍ତୁ ଏହି ଛାତି ଥରା ଭିଡିଓ...

About the Author