ସୀମାରେ ଯୁଦ୍ଧ ପରିସ୍ଥିତି, ରାଜନାଥ ଡାକିଲେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ସୀମାରେ ପରିସ୍ଥିତି ଅତ୍ୟନ୍ତ ଜଟିଳ। ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କରେ ତିକ୍ତତା ଦିନକୁ ଦିନ ଗାଢ ହେବାରେ ଲାଗିଛି। ପରିସ୍ଥିତି ଏଭଳି ସୃଷ୍ଟି ହୋଇଛି ଯେ, କୌଣସି ପରିସ୍ଥିତିରେ ସୀମାରେ ଯୁଦ୍ଧର ରୂପ ନେଇ ପାରେ ବର୍ତ୍ତମାନର ସ୍ଥିତି।

ସୀମାରେ ଯୁଦ୍ଧ ପରିସ୍ଥିତି, ରାଜନାଥ ଡାକିଲେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

About the Author