ଆଶ୍ଚର୍ଯ୍ୟଜନକ ଖୁଲାସା; ଦେଶର ଅଧା ଜନସଂଖ୍ୟା ଗରିବ, ଏତିକି ବଢ଼ିଛି ଧନୀମାନଙ୍କ ଆୟ

ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ (World Inequality Report 2022) ରେ କୁହାଯାଇଛି ଯେ ବିଶ୍ୱର ଭାରତ ହେଉଛି ଅସମାନ ଦେଶ ମଧ୍ୟରୁ ଗୋଟିଏ ଏବଂ ଗୋଟିଏ ପଟେ ଦେଶର ଦାରିଦ୍ର୍ୟ ବୃଦ୍ଧି ପାଉଛି ଏବଂ ଅନ୍ୟ ପଟେ ଏକ ସମୃଦ୍ଧ ଶ୍ରେଣୀ ଆଗକୁ ବଢୁଛନ୍ତି ।

ଆଶ୍ଚର୍ଯ୍ୟଜନକ ଖୁଲାସା; ଦେଶର ଅଧା ଜନସଂଖ୍ୟା ଗରିବ, ଏତିକି ବଢ଼ିଛି ଧନୀମାନଙ୍କ ଆୟ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More