Operation Sindoor:ଉତ୍ତର ପ୍ରଦେଶରେ ୧୭ ନବଜାତକଙ୍କ ନାଁ ହେଲା 'ସିନ୍ଦୂର'

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ, ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ନାମକୁ ଦେଶବାସୀ ବେଶ ପସନ୍ଦ କରୁଛନ୍ତି। ସେମାନେ ସେମାନଙ୍କ ଝିଅଙ୍କ ନାମ ସିନ୍ଦୂର ରଖିଛନ୍ତି। କୁଶୀନଗର ଜିଲ୍ଲାରେ ମେ ୭ ପରେ ଏକ ମେଡିକାଲ କଲେଜରେ ଦୁଇ ଦିନ ମଧ୍ୟରେ ଜନ୍ମ ହୋଇଥିବା ୧୭ ଜଣ ଝିଅଙ୍କ

Operation Sindoor:ଉତ୍ତର ପ୍ରଦେଶରେ ୧୭ ନବଜାତକଙ୍କ ନାଁ ହେଲା 'ସିନ୍ଦୂର'

About the Author