ଦେଶରେ ଜୁନ ମଧ୍ୟଭାଗରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା !

ଦେଶରେ ମାର୍ଚ୍ଚରୁ ଲକଡାଉନ୍ ଲାଗୁ ହେବା ପରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ କରି ଦିଆଯାଇଛି । ଏହି ବୁଧବାର ପୁରୀ ଘୋଷଣା କରିଥିଲେ ଯେ ଦେଶରେ ବିମାନ ସୁବିଧା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ।

ଦେଶରେ ଜୁନ ମଧ୍ୟଭାଗରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା !

About the Author