Corona ର ଲେଉଟାଣି: ଏପ୍ରିଲ ୩୦ ଯାଏ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା

ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ସ୍ବତନ୍ତ୍ର ବିମାନ ଚଳାଚଳକୁ ମଞ୍ଜୁରୀ ମିଳିବ । ଏଥିସହ ପରିବହନ ବିମାନ ଚଳାଚଳରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି DGCA ପକ୍ଷରୁ କୁହାଯାଇଛି ।

Corona ର ଲେଉଟାଣି:  ଏପ୍ରିଲ ୩୦ ଯାଏ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା

About the Author