Advertisement
Article Detail0/zeeodisha/odisha2676591
Zee OdishaOdisha National-InternationalPm Modi: ଆଜିଠୁ ମୋଦିଙ୍କ ଦୁଇ ଦିନିଆ ମରିସସ୍ ଗସ୍ତ

Pm Modi: ଆଜିଠୁ ମୋଦିଙ୍କ ଦୁଇ ଦିନିଆ ମରିସସ୍ ଗସ୍ତ

Pm Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମରିସସ ଗସ୍ତରେ ଯିବେ। ମରିସସ୍ ର ୫୭ ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ହେବେ। 

Pm Modi: ଆଜିଠୁ ମୋଦିଙ୍କ ଦୁଇ ଦିନିଆ ମରିସସ୍ ଗସ୍ତ

Pm Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ  ଦୁଇ ଦିନିଆ ମରିସସ ଗସ୍ତରେ ଯିବେ।  ମରିସସ୍ ର  ୫୭ ତମ  ରାଷ୍ଟ୍ରୀୟ  ଦିବସ ସମାରୋହରେ  ସେ ମୁଖ୍ୟ ଅତିଥି ହେବେ।  ମୋଦିଙ୍କ ଏହି ଗସ୍ତ  ଅବସରରେ  ମରିସସ୍ ସହ ଭାରତର ପ୍ରତିରକ୍ଷା ଓ ଆର୍ଥିକ  ସହଯୋଗ କ୍ଷେତ୍ରରେ  କେତେକ ରାଜିନାମା  ସ୍ବକ୍ଷାର ହେବାର ସମ୍ଭାବନା ରହିଛି।  ମରିସସ  ପ୍ରଧାନମନ୍ତ୍ରୀ  ନବୀନ ଚନ୍ଦ୍ର ରାମଗୁଲାମ୍  କହିଛନ୍ତି। ତାଙ୍କ ଦେଶ ଭାରତର ପ୍ରଧାନମନ୍ତ୍ରୀଙ୍କୁ  ସ୍ବାଗତ କରିବା ଗର୍ବର ବିଷୟ ହେବ।  ମୋଦି ତାଙ୍କ ବ୍ୟକ୍ତ ବହୁଳ ସମୟ ଭିତରେ ଏଠାକୁ ଆସିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି।  ଏହା ଆମ ପାଇଁ ଖୁସିର ବିଷୟ।  ଆସନ୍ତା ୧୨ ତାରିଖ ରେ ହେବାକୁ ଥିବା ରାଷ୍ଟ୍ରିୟ ଦିବସ ସମାରୋହରେ  ଭାରତ ଏକ ସୈନ୍ୟଦଳ, ନୌସେନାର  ଏକ ଯୁଦ୍ଧ କାଳିନ ଜାହାଜ ଓ ବାୟୁସେନାର ଆକାଶ ଗଙ୍ଗା ସ୍କାଇଡାଇଭିଂ ଟିମ୍ ସାମିଲ ହେବେ।

ALSO READ: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?
  

Add Zee News as a Preferred Source
About the Author