IPL 2020: KXIP ପାଇଁ ୧୫୮ ରନର ଟାର୍ଗେଟ ରଖିଛି DC
Advertisement

IPL 2020: KXIP ପାଇଁ ୧୫୮ ରନର ଟାର୍ଗେଟ ରଖିଛି DC

ପଞ୍ଜାବ ପାଇଁ ୧୫୮ ରନର ଟାର୍ଗେଟ ରଖିଛି ଦିଲ୍ଲୀ । 

IPL 2020: KXIP ପାଇଁ ୧୫୮ ରନର ଟାର୍ଗେଟ ରଖିଛି DC

ଆବୁଧାବି: IPL 2020 ୧୩ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଆଜି ସନ୍ଧ୍ୟାରେ ପରସ୍ପରକୁ ଭେଟିଛନ୍ତି କିଙ୍ଗ୍ସ ଏକାଦଶ ପଞ୍ଜାବ (KXIP-Kings XI Punjab) ଦିଲ୍ଲୀ କ୍ୟାପିଟାଲ୍ସ (DC-Delhi Capitals)। ଆବୁଧାବିସ୍ଥିତ(Abudhabi) ଶେଖ ଜାୟଦ ଷ୍ଟାଡିୟମ (Sheikh Zayed Stadium) ଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବ୍ୟାଟିଂ କରି ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ ସଂଗ୍ରହ କରିଛି।   

ଦଳ ପକ୍ଷରୁ ମାର୍କସ ଷ୍ଟୋଇନିସ ସର୍ବାଧିକ ୫୩ ରନ ସଂଗ୍ରହ କରିଛନ୍ତି । ସେହପରି ଅଧିନାୟକ ଶ୍ରେୟାସ ଆୟାର ୩୯, ୱିକେଟ କିପର ଋଷଭ ପନ୍ଥ ୩୧ ରନ ସଂଗ୍ରହ କରିଛନ୍ତି । ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ, ପଞ୍ଜାବ ପାଇଁ ୧୫୮ ରନର ଟାର୍ଗେଟ ରଖିଛି ।  ସେହପରି ପଞ୍ଜା ବୋଲର ମହମ୍ମଦ ସାମି ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି ।