ଆସନ୍ତା ଅଗଷ୍ଟ ୨ରେ ହେବ ଆଇପିଏଲ ପରିଚାଳନା କମିଟି ବୈଠକ

ବୈଠକରେ ବିସିସିଆଇର ଉଚ୍ଚ ପଦାଧିକାରୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ ମଧ୍ୟ ସାମିଲ ହୋଇପାରନ୍ତି ।

ଆସନ୍ତା ଅଗଷ୍ଟ ୨ରେ ହେବ ଆଇପିଏଲ ପରିଚାଳନା କମିଟି ବୈଠକ

About the Author