IPL 2020: ସର୍ଟ ରନକୁ ନେଇ ମୁଣ୍ଡ ଟେକୁଛି ବିବାଦ

କୋରୋନା ସଂକଟ ସମୟରେ ବିଳମ୍ବରେ ଆରମ୍ଭ ହୋଇଥିବା ଫଟାଫଟ କ୍ରିକେଟର ଖୋରାକ ଯୋଗାଉଥିବା ଆଇପିଏଲରେ ଆରମ୍ଭରୁ ମୁଣ୍ଡ ଟେକିଲାଣି। ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ। ତେବେ ଏହି ମ୍ୟାଚଟି ବେଶ ରୋମାଞ୍ଚକର ହୋଇଥିଲା।

IPL 2020: ସର୍ଟ ରନକୁ ନେଇ ମୁଣ୍ଡ ଟେକୁଛି ବିବାଦ

About the Author