ଏହିଠାରେ ହୋଇପାରେ ଆଇପିଏଲ, ବିସିସିଆଇ କର୍ତ୍ତୃପକ୍ଷଙ୍କ ବଡ଼ ଖୁଲାସା...

କୋରୋନା ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣର ସ୍ଥଗିତ ରହିଛି. ନିକଟରେ ଏହା ଚଳିତ ବର୍ଷ ବିଳମ୍ବରେ ହେବା ନେଇ ସଂକେତ ଦେଇଥିଲେ. ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଭାରତ ବାହାରେ ଆୟୋଜନ କରିବାର ଯୋଜନା କରୁଛି.

ଏହିଠାରେ ହୋଇପାରେ ଆଇପିଏଲ, ବିସିସିଆଇ କର୍ତ୍ତୃପକ୍ଷଙ୍କ ବଡ଼ ଖୁଲାସା...

About the Author