IRCTC Tour ର ଜ୍ୟୋତିର୍ଲିଙ୍ଗ ପ୍ୟାକେଜ୍, ଶ୍ରାବଣ ମାସରେ ପାଆନ୍ତୁ ଏହି ସବୁ ସୁବିଧା

IRCTC Tour Package: ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (Indian Railway Catering and Tourism Corporation) ଆପଣଙ୍କ ପାଇଁ ଏକ ଚମତ୍କାର ଟୁର ପ୍ୟାକେଜ ଆଣିଛି । ଯାହା ସହିତ ଆପଣ ଦେଶର ୭ଟି ଜ୍ୟୋତିର୍ଲିଙ୍ଗ ଦେଖିବାକୁ ସକ୍ଷମ ହେବେ । ତେବେ ଚାଲନ୍ତୁ ଜାଣିବା ଏହାର ବୁକିଂ ପ୍ରକ୍ରିୟା।

IRCTC Tour ର ଜ୍ୟୋତିର୍ଲିଙ୍ଗ ପ୍ୟାକେଜ୍, ଶ୍ରାବଣ ମାସରେ ପାଆନ୍ତୁ ଏହି ସବୁ ସୁବିଧା

About the Author