Advertisement
Article Detail0/zeeodisha/odisha2697892
Zee OdishaOdisha National-Internationalଆଉ ଏକ ସଫଳ ପରୀକ୍ଷଣ କରି ନୂଆ ମାଇଲଖୁଣ୍ଟ ରେକର୍ଡ କଲା ISRO

ଆଉ ଏକ ସଫଳ ପରୀକ୍ଷଣ କରି ନୂଆ ମାଇଲଖୁଣ୍ଟ ରେକର୍ଡ କଲା ISRO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିରୁବନନ୍ତପୁରମ ଗସ୍ତ ସମୟରେ ଏହି ନୂଆ ସୁବିଧାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ନୂତନ ସୁବିଧାରେ LOX କିରୋସିନ 200 T ଥ୍ରଷ୍ଟ ସେମିକ୍ରାୟୋଜେନିକ ଇଞ୍ଜିନର ପ୍ରଥମ ପ୍ରମୁଖ ହଟ୍ ଟେଷ୍ଟ ସଫଳତାର ସହ ଶେଷ ହୋଇଛି।

ଆଉ ଏକ ସଫଳ ପରୀକ୍ଷଣ କରି ନୂଆ ମାଇଲଖୁଣ୍ଟ ରେକର୍ଡ କଲା ISRO

ନୂଆଦିଲ୍ଲୀ:  ମହାକାଶ ମିଶନ କ୍ଷମତାକୁ ପରବର୍ତ୍ତୀ ସ୍ତରକୁ ବୃଦ୍ଧି କରିବାରେ ଆଉ ଏକ ମାଇଲଖୁଣ୍ଟ ରେକର୍ଡ କରିଛି ISRO । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିରୁବନନ୍ତପୁରମ ଗସ୍ତ ସମୟରେ ଏହି ନୂଆ ସୁବିଧାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ନୂତନ ସୁବିଧାରେ LOX କିରୋସିନ 200 T ଥ୍ରଷ୍ଟ ସେମିକ୍ରାୟୋଜେନିକ ଇଞ୍ଜିନର ପ୍ରଥମ ପ୍ରମୁଖ ହଟ୍ ଟେଷ୍ଟ ସଫଳତାର ସହ ଶେଷ ହୋଇଛି।

Also Read- DA Hike: ସରକାର ଦେଲେ ବଡ଼ ଉପହାର, ମହଙ୍ଗା ଭତ୍ତା ଏତିକି ବଢିବା ନେଇ ଘୋଷଣା

Also Read- Top 10 News: ମିଆଁମାର ଓ ଥାଇଲାଣ୍ଡ ଭୂକମ୍ପ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗ ଏବଂ ଅନ୍ୟ ଖବର

About the Author