ଜମ୍ମୁ-କାଶ୍ମରୀ: ୬ଟି ସେତୁର ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ

ଏ ସମ୍ପର୍କରେ ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜମ୍ମୁ-କଶ୍ମୀରରେ BRO ସହାୟତାରେ ନିର୍ମିତ ୬ଟି ସେତୁକୁ ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି । ଏହି ସେତୁଗୁଡିକ ସାମରିକ ରୂପେ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସଶସ୍ତ୍ର ବାହିନୀର ଗତିବିଧିକୁ ସହଜ କରିବ ଏବଂ ଦୂର ସୀମା ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।

ଜମ୍ମୁ-କାଶ୍ମରୀ: ୬ଟି ସେତୁର ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ

About the Author