କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ଉନାଦକଟ, ଦାନ କଲେ ଏତିକି ଟଙ୍କା

ସେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେବାର ଘୋଷଣା କରିଛନ୍ତି । ଜୟଦେବ ଟ୍ୱିଟ୍ କରି ଏହି ସୂଚନା ସମସ୍ତଙ୍କ ସହ ସେୟାର କରିଛନ୍ତି ।

କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ଉନାଦକଟ, ଦାନ କଲେ ଏତିକି ଟଙ୍କା

About the Author