Justice Surya Kant : ଶପଥ ନେଲେ ୫୩ତମ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଭାରତର 53ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିଛନ୍ତି। CJI ଭାବରେ ତାଙ୍କର କାର୍ଯ୍ୟକାଳ ୧୪ ମାସ ପାଇଁ ରହିବ। ସେ CJI ଭୂଷଣ ଆର. ଗଭାଇଙ୍କ ସ୍ଥାନ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଶପଥ ପାଠ କରାଇଛନ୍ତି।

Justice Surya Kant : ଶପଥ ନେଲେ ୫୩ତମ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

About the Author