ଜୁନ ପହିଲାରୁ ଧାର୍ମକ ସ୍ଥଳ ଖୋଲିବାକୁ ଚାହୁଁଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ମୋଦିଙ୍କୁ ଲେଖିଲେ ଚିଠି

ତେବେ ଏପର୍ଯ୍ୟନ୍ତ ଚିଠିର ପ୍ରତିଉତ୍ତର ଆସିନି । କେନ୍ଦ୍ର ସରକାରଙ୍କ ଅନୁମତିକୁ ଅପେକ୍ଷା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜୁନ ପହିଲାରୁ ଧାର୍ମକ ସ୍ଥଳ ଖୋଲିବାକୁ ଚାହୁଁଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ମୋଦିଙ୍କୁ ଲେଖିଲେ ଚିଠି
Image Credit: ଫାଇଲ ଫଟୋ

About the Author