ମୃତଦେହ ନେବାକୁ ମନା କଲା ପରିବାର, ପୋଲିସ କଲା ଅନ୍ତିମ ସଂସ୍କାର

ଏହି ଘଟଣା ମହିଶୂର ନିକଟରେ ଅବସ୍ଥିତ ଚାମରାଜନଗର ଜିଲ୍ଲାରୁ ଆସିଛି । ୪ ଦିନ ପୂର୍ବେ ଜଣେ ୪୪ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ବଣୁଆ ଜନ୍ତୁ ଆକ୍ରମଣ କରି ମାରିଦେଇଥିଲା । ମୃତକ ଜଣକ ମାନସିକ ସ୍ତରରେ ଦୁର୍ବଳ ଥିଲେ ।

ମୃତଦେହ ନେବାକୁ ମନା କଲା ପରିବାର, ପୋଲିସ କଲା ଅନ୍ତିମ ସଂସ୍କାର
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author