ହଜାର ହଜାର ବର୍ଷର ପ୍ରତୀକ୍ଷାର ହେଲା ଅନ୍ତ, କାଶୀ ବିଶ୍ୱନାଥ କରିଡର ଉଦଘାଟନ କଲେ PM ମୋଦି

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, "କାଶୀରେ ସତ୍ୟ ହିଁ ସଂସ୍କାର, କାଶୀ ହେଉଛି ତାହା ଯେଉଁଠି ପ୍ରେମ ହିଁ ପରମ୍ପରା । କାଶୀ ବିଷୟରେ ମୁଁ ଯେତେ କହିବି ତାହା କମ୍ ଅଟେ । ଏହି କାଶୀ ଶିବମୟୀ, ଏହା ଜ୍ଞାନବାନ ଅଟେ । ଭଗବାନ ଶିବ ନିଜେ କହିଛନ୍ତି ଯେ ପୃଥିବୀ କ୍ଷେତ୍ରରେ କାଶୀ ମୋର ଶରୀର । ସେଥିପାଇଁ ଏଠାରେ ଥିବା ପ୍ରତ୍ୟେକ ପଥର ହେଉଛି ଶଙ୍କର । ଶାସ୍ତ୍ରର ଏକ ବାକ୍ୟ ଅଛି କାଶୀ ସର୍ବତ୍ର, ପ୍ରତ୍ୟେକ ଜୀବରେ ଭଗବାନ ଶିବଙ୍କ ଦର୍ଶନ ହୋଇଥାଏ, କାଶୀ ଜୀବତ୍ୱକୁ ଶିବତ୍ୱରେ ସଂଯୋଗ କରେ ।"

ହଜାର ହଜାର ବର୍ଷର ପ୍ରତୀକ୍ଷାର ହେଲା ଅନ୍ତ, କାଶୀ ବିଶ୍ୱନାଥ କରିଡର ଉଦଘାଟନ କଲେ PM ମୋଦି

About the Author