କେନ୍ଦ୍ର ଆଗରେ ଲକଡାଉନ୍ ବୃଦ୍ଧି କରିବାର ଦାବି କଲେ ଏହି ୪ ରାଜ୍ୟ

ମୋଦି କହିଛନ୍ତି ଯେ, ଆଜି ଆପଣ ଯାହା ପରାମର୍ଶ ଦେଇଛନ୍ତି । ତାହା ଉପରେ ଆଧାର କରି ଆମେ ଦେଶର ଆଗାମୀ ଦିଗ ସ୍ଥିର କରିବାକୁ ସମର୍ଥ ହେବୁ । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ଯେଉଁଠାରେ ଆମେ ସାମାଜିକ ଦୂରତାର ନିୟମ ପାଳନ କରୁନାହୁଁ । ଆମର ସମସ୍ୟା ବଢ଼ିଯାଇଛି ।

କେନ୍ଦ୍ର ଆଗରେ ଲକଡାଉନ୍ ବୃଦ୍ଧି କରିବାର ଦାବି କଲେ ଏହି ୪ ରାଜ୍ୟ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author