ଏହି ରାଜ୍ୟର କର୍ମଚାରୀଙ୍କୁ ବଡ଼ ଝଟକା, ୨୫ ପ୍ରତିଶତ କଟିବ ଦରମା

ରାଜ୍ୟ ଅର୍ଥମନ୍ତ୍ରୀ ଟିଏମ ଥୋମାସ କହିଛନ୍ତି ଯେ, ଏହି ନିୟମ ଅନୁଯାୟୀ ରାଜ୍ୟ କର୍ମଚାରୀଙ୍କ କର୍ମଚାରୀଙ୍କ ବେତନର ୨୫ ପ୍ରତିଶତ କଟାଯିବ । ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ପାଖରେ ୨୫ ପ୍ରତିଶତ ବେତନ କାଟିବାର ଅଧିକାର ରହିଛି । ଅବଶ୍ୟ ପରେ ଏହି କଟାଯାଇଥିବା ଦରମା କର୍ମଚାରୀମାନଙ୍କୁ ଫେରସ୍ତ କରାଯିବ ।

ଏହି ରାଜ୍ୟର କର୍ମଚାରୀଙ୍କୁ ବଡ଼ ଝଟକା, ୨୫ ପ୍ରତିଶତ କଟିବ ଦରମା

About the Author