ଏହି ସବୁ କୋରୋନା ଭ୍ୟାକ୍ସିନ ଉପରେ ରହିଛି ସମଗ୍ର ବିଶ୍ୱର ନଜର

ପ୍ରାୟ ୬ ମାସ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନା ଭୂତାଣୁ (Coronavirus) କୁ ବୈଶ୍ୱିକ ମହାମାରୀ ଘୋଷଣା କରିଥିଲା । ଏହା ପରେ ହିଁ ଦୁନିଆରେ ବିଭିନ୍ନ ଦେଶ ମଧ୍ୟରେ କୋଭିଡ-19 (COVID-19) ର ଔଷଧ କିମ୍ବା ଟୀକା (Coronavirus Vaccine) ପ୍ରସ୍ତୁତିର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା ।

ଏହି ସବୁ କୋରୋନା ଭ୍ୟାକ୍ସିନ ଉପରେ ରହିଛି ସମଗ୍ର ବିଶ୍ୱର ନଜର

About the Author