ରାଜନୀତିର 'ମାୟା', ଗାଦି ଗଲାପରେ ରାକ୍ଷୀ ବନ୍ଧା ବନ୍ଦ

ଯେଉଁ ସମୟରେ ଉତ୍ତରପ୍ରଦେଶରେ ଲାଲଜୀ ଟଣ୍ଡନ ମନ୍ତ୍ରୀ ରହିଆସିଥିଲେ, ସେତେବେଳେ ପ୍ରତ୍ୟେକ ବର୍ଷ ତାଙ୍କ ହାତରେ ରାକ୍ଷୀ ବନ୍ଧୁଥିଲେ ମାୟାବତୀ । କିନ୍ତୁ ୨୦୦୩ ମସିହାରେ ବିଜେପି ଓ ବିଏସପି ମେଣ୍ଟ ଭାଙ୍ଗିଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ସେବେଠୁ ଲାଲଜୀ ଟଣ୍ଡନଙ୍କ ହାତରେ ରକ୍ଷୀ ବାନ୍ଧିବା ଛାଡ଼ି ଦେଇଥିଲେ ମାୟାବତୀ ।

ରାଜନୀତିର 'ମାୟା', ଗାଦି ଗଲାପରେ ରାକ୍ଷୀ ବନ୍ଧା ବନ୍ଦ
Image Credit: ଫାଇଲ ଫଟୋ

About the Author