ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏ କରିଥିଲେ ସାବୁନର ବିଜ୍ଞାପନ

ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ପିଲା ଛୁଆଙ୍କ ପ୍ରତିପୋଷଣ ପାଇଁ ଲୀଲା ଏକ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରିଥିଲେ । ସେଠି ଛୁଆଙ୍କୁ ପାଠ ପଢ଼ାଇବା ସହ ନାଟକରେ ମଧ୍ୟ କାମ କରିଥିଲେ ଲୀଲା ।

ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏ କରିଥିଲେ ସାବୁନର ବିଜ୍ଞାପନ

About the Author