ରେଡ ଜୋନ୍ ସତ୍ତ୍ୱେ ଦିଲ୍ଲୀର ଏହି ସ୍ଥାନଗୁଡ଼ିକରେ ଆସନ୍ତାକାଲିଠୁ ଖୋଲାଯିବ ମଦ ଦୋକାନ

ଆସିଷ୍ଟାଣ୍ଟ ଏକ୍ସାଇଜ୍ କମିଶନର ଅଶୋକ ଦରିଆନୀ ସରକାରୀ ନିଗମକୁ ସହରରେ ମଦ ବିକ୍ରି ଆରମ୍ଭ ପାଇଁ ପଠାଇଥିବା ଚିଠିରେ କହୁଯାଇଥିଲା ଯେ ଗୃହ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର କରାଯାଇଥିବା ମାନଦଣ୍ଡରେ ଆସୁଥିବା L-6 ଏବଂ L-8 ଦୋକାନଗୁଡ଼ିକର ତାଲିକା ତୁରନ୍ତ ପଠାନ୍ତୁ ।

ରେଡ ଜୋନ୍ ସତ୍ତ୍ୱେ ଦିଲ୍ଲୀର ଏହି ସ୍ଥାନଗୁଡ଼ିକରେ ଆସନ୍ତାକାଲିଠୁ ଖୋଲାଯିବ ମଦ ଦୋକାନ

About the Author