India Pakistan War: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନର ଆତଙ୍କୀ ଠିକଣା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ଯାହା ଫଳରେ ରକ୍ତମୁଖା ହୋଇ ଉଠିଛି ପାକିସ୍ତାନ । ଆଜି ସନ୍ଧ୍ୟାରେ ଭାରତର କିଛି ସ୍ଥାନରେ ପାକିସ୍ତାନ ଡ୍ରୋନ ମାଡ କରିଛି। ଯାହା ପାକିସ୍ତାନ ପାଇଁ ବେସ ମହଙ୍ଗା ସାବ୍ୟସ୍ତ ହୋଇଛି। ଭାରତ ପାକିସ୍ତାନ ଯୁଦ୍ଧ ସମ୍ପର୍କରେ ଟିକିନିଖ ଖବର ପାଇବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।
Trending Photos