ଦିଲ୍ଲୀରେ ଚାଲିବ ବସ, ମେଟ୍ରୋ ବନ୍ଦ

ଆଜି ଠାରୁ ଆରମ୍ଭ ହୋଇଛି ଲକଡାଉନର ଚତୁର୍ଥ ପର୍ଯ୍ୟାୟ। କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସମୟରେ ନିୟମକୁ ସାମାନ୍ୟ କୋହଳ କରିଛନ୍ତି। ତେବେ କେଉଁ ସେବା ଖୋଲା ରହିବ ଓ କେଉଁ ସେବା ବନ୍ଦ ରହିବ ତାହା ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଦେଇଛନ୍ତି। ତେବେ ଦିଲ୍ଲୀ ସରକାର ଅନୁଯାୟୀ ସାର୍ବଜନୀନ ସେବାଗୁଡ଼ିକୁ ବ

ଦିଲ୍ଲୀରେ ଚାଲିବ ବସ, ମେଟ୍ରୋ ବନ୍ଦ

About the Author