ବିହାରରେ ପୁଣି ଅଗଷ୍ଟ ୧୬ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରର ଉଦ୍ଧବ ସରକାର ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ କରିବାର ନିଷ୍ପତ୍ତି ନେଇଥିଲେ । ମହାରାଷ୍ଟ୍ର ହେଉଛି ଦେଶର ସବୁଠାରୁ ଅଧିକ କୋରୋନା ପ୍ରଭାବିତ ରାଜ୍ୟ ।

ବିହାରରେ ପୁଣି ଅଗଷ୍ଟ ୧୬ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

About the Author