ପ୍ୟାକେଜ ନାଁରେ ସାହୁକାର ନହୁଅନ୍ତୁ ସରକାର: ରାହୁଲ ଗାନ୍ଧୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ଅତୀତରେ ୨୦ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଯାହା ଉପରେ ମତ ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ ।

ପ୍ୟାକେଜ ନାଁରେ ସାହୁକାର ନହୁଅନ୍ତୁ ସରକାର: ରାହୁଲ ଗାନ୍ଧୀ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author