ମଧ୍ୟପ୍ରଦେଶ ମନ୍ତ୍ରୀ ତୁଲସୀ ରାମ ସିଲାୱଟ ଓ ତାଙ୍କ ପତ୍ନୀଙ୍କୁ କୋରୋନା

ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରିବାକୁ କହିଥିଲେ ଶିବରାଜ ।

ମଧ୍ୟପ୍ରଦେଶ ମନ୍ତ୍ରୀ ତୁଲସୀ ରାମ ସିଲାୱଟ ଓ ତାଙ୍କ ପତ୍ନୀଙ୍କୁ କୋରୋନା
Image Credit: ଫାଇଲ ଫଟୋ

About the Author