ବିହାରରେ ଭାଙ୍ଗି ଯିବ ମହାମେଣ୍ଟ !

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଏହି ତିନି ଦଳର ନେତାମାନେ ଏକ ବୈଠକ କରିଛନ୍ତି । ଯେଉଁଥିରେ କଂଗ୍ରେସ ଓ ଆରଜେଡିକୁ ନିମନ୍ତ୍ରଣ କରାଯାଇ ନଥିଲା । ଆରଜେଡି ଓ କଂଗ୍ରେସର ଅନୁପସ୍ଥିତିରେ ହୋଇଥିବା ଏହି ବୈଠକକୁ ଅନେକ ଲୋକ କଂଗ୍ରେସ ଏବଂ ଆରଜେଡି ଭଳି ବଡ ଦଳ ଉପରେ ଚାପ ପ୍ରୟୋଗ କରିବା ଦୃଷ୍ଟିରେ ଦେଖୁଛନ୍ତି ।

ବିହାରରେ ଭାଙ୍ଗି ଯିବ ମହାମେଣ୍ଟ !

About the Author