ଉଦ୍ଧବ ଠାକରେଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

କଂଗ୍ରେସ ରବିବାର ଦିନ ଘୋଷଣା କରିଛି ଯେ, ମେ ୨୧ରେ ମହାରାଷ୍ଟ୍ର ବିଧାନ ପରିଷଦର ୯ଟି ଆସନରେ ହେବାକୁ ଥିବା ନିର୍ବାଚନରେ ୨ରୁ ଜଣେ ପ୍ରାର୍ଥୀଙ୍କ ନାଁ ପ୍ରତ୍ୟାହାର କରିନେଉଛି । ଏହାସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବିରୋଧ ଭାବେ ବିଧାନ ପରିଷଦର ସଦସ୍ୟ ଭାବରେ ମନୋନୀତ ହେବେ ।

ଉଦ୍ଧବ ଠାକରେଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author