Boat Tragedy: ଉତ୍ତର ପ୍ରଦେଶରେ ଭୟଙ୍କର ଡଙ୍ଗାବୁଡି ଦୁର୍ଘଟଣା, ଦୁଇ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁଜୌଲି ଥାନାର କଟାର୍ନିଆଘାଟର ଟ୍ରାନ୍ସ-ଗେରୁଆ ଜଙ୍ଗଲରେ ଅବସ୍ଥିତ ଭାରତର ଶେଷ ଗ୍ରାମ ଭର୍ଥପାର ନିକଟରେ ନଦୀରେ ଯାତ୍ରୀଭର୍ତ୍ତି ଏକ ଡଙ୍ଗା ବୁଡ଼ି ଯାଇଛି। ଏହା ଫଳରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣାରେ ଆଠ ଜଣ ନିଖୋଜ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଡଙ୍ଗାରେ ୨୨ ଜ

Boat Tragedy: ଉତ୍ତର ପ୍ରଦେଶରେ ଭୟଙ୍କର ଡଙ୍ଗାବୁଡି ଦୁର୍ଘଟଣା, ଦୁଇ ମୃତ

About the Author