Belochistan Attack: ବେଲୁଚିସ୍ତାନରେ ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣ, ପୋଲିସ କର୍ମଚାରୀଙ୍କ ସହିତ ୮ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ବେଲୁଚିସ୍ତାନର ନୋଶକି ଜିଲ୍ଲାରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ବେଲୁଚ୍ ବିଦ୍ରୋହୀମାନେ ଏକ ବଡ଼ ଆକ୍ରମଣ କରିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ଏଆରୱାଇ ନ୍ୟୁଜ୍ ରିପୋର୍ଟ କରିଛି ଯେ ଆକ୍ରମଣରେ ଅତି କମରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅଧିକାରୀଙ୍କ ଅନୁଯାୟୀ ଗରିବାବାଦ ଅଞ୍ଚଳରେ ଗୁଳିକାଣ୍ଡ ଘଟଣା ଘଟିଛି।

Belochistan Attack: ବେଲୁଚିସ୍ତାନରେ ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣ, ପୋଲିସ କର୍ମଚାରୀଙ୍କ ସହିତ ୮ ଜଣଙ୍କୁ ହତ୍ୟା

About the Author