୧୩ ପୃଷ୍ଠାର ଚିଠି ଲେଖି ରାଜ୍ୟପାଳଙ୍କୁ ଟାର୍ଗେଟ କଲେ ମମତା

ସେ କହିଛନ୍ତି, ମୋର ଓ ମୋର ମନ୍ତ୍ରୀ ଏବଂ ମୋର ଅଧିକାରୀଙ୍କ ବିରୁଦ୍ଧରେ ଆପଣଙ୍କ (ରାଜ୍ୟପାଳଙ୍କ) ଶବ୍ଦ ଅପମାନଜନକ, ଅସଂଯମିତ, ନିନ୍ଦନୀୟ ଏବଂ ଭୟ ସୃଷ୍ଟିକାରୀ କୁହାଯାଇପାରେ ।

୧୩ ପୃଷ୍ଠାର ଚିଠି ଲେଖି ରାଜ୍ୟପାଳଙ୍କୁ ଟାର୍ଗେଟ କଲେ ମମତା
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author