)
Nobel Prize 2025: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍ରେ ନୋବେଲ୍ ପୁରସ୍କାର ମିଳିବ । ୩ ବୈଜ୍ଞାନିକଙ୍କ ମଧ୍ୟରେ ଅଛନ୍ତି ମ୍ୟାରି ଇ. ବ୍ରୋନ୍କୋ, ଫ୍ରେଡ୍ ରାମ୍ସଡେଲ୍, ସିମୋନ ଶାକାଗୁଚି ।
ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧିଜନିତ ମେଡିସିନ୍ ଗବେଷଣା ପାଇଁ ଏହି ୩ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବାରୁ ସେମାନଙ୍କୁ ସମ୍ମାନଜନକ ନୋବେଲ୍ ପୁରସ୍କାର ମିଳିବ ।
BREAKING NEWS
The 2025 #NobelPrize in Physiology or Medicine has been awarded to Mary E. Brunkow, Fred Ramsdell and Shimon Sakaguchi “for their discoveries concerning peripheral immune tolerance.” pic.twitter.com/nhjxJSoZEr— The Nobel Prize (@NobelPrize) October 6, 2025