କୋରୋନାକୁ ନେଇ WHO ଦେଲା ଚେତାବନୀ, ୟୁରୋପରେ ଦିନକୁ ୩ ଲକ୍ଷ ଛୁଇଁବ ଆକ୍ରାନ୍ତ ସଂଖ୍ୟା

କୋରୋନା ଟିକାକୁ ନେଇ କିଛି ଶୁଭ ସୂଚନା ଆସୁନାହିଁ। ଏଭଳି ସ୍ଥିତିରେ କୋରୋନା ମହାମାରୀ ବିଶ୍ୱକୁ ଗ୍ରାସିବା ପ୍ରକ୍ରିୟା ଜାରି ରଖିଛି। ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ପୁଣିଥରେ ଗୋଟିଏ ବଡ଼ ସତର୍କବାଣୀ କରିଛି। ତାହା ହେଲା, ଅକ୍ଟୋବର ଓ ନଭେମ୍ବରରେ ସର୍ବାଧିକ ଦୈନିକ COVID-19 ମୃତ୍ୟୁ ପାଇଁ ୟୁରୋପ ପ୍ରସ୍ତୁତ ରହିବା ଦରକାର।

କୋରୋନାକୁ ନେଇ WHO ଦେଲା ଚେତାବନୀ, ୟୁରୋପରେ ଦିନକୁ ୩ ଲକ୍ଷ ଛୁଇଁବ ଆକ୍ରାନ୍ତ ସଂଖ୍ୟା

About the Author