କାଶ୍ମୀର ପ୍ରସଙ୍ଗରେ ଭାରତର ସ୍ପଷ୍ଟ ବୟାନ 'ପାକିସ୍ତାନ PoK ଖାଲି କରିବା ଉଚିତ'

MEA Press Conference: ଭାରତ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ଜମ୍ମୁ-କାଶ୍ମୀର ସହ ଜଡିତ ଯେକୌଣସି ସମସ୍ୟା କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଭାବରେ ସମାଧାନ ହେବ । ଏଥିରେ କୌଣସି ତୃତୀୟ ପକ୍ଷର କୌଣସି ଭୂମିକା ରହିବ ନାହିଁ। ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗଣମାଧ୍ୟମକୁ କହିଛନ୍ତି ଯେ, ପାକିସ୍ତାନକୁ ଅବୈଧ ଭାବରେ ଅଧିକୃତ କାଶ୍ମୀର (ପିଓକେ) ଖାଲି କରିବାକୁ ପଡିବ।

କାଶ୍ମୀର ପ୍ରସଙ୍ଗରେ ଭାରତର ସ୍ପଷ୍ଟ ବୟାନ 'ପାକିସ୍ତାନ PoK ଖାଲି କରିବା ଉଚିତ'

About the Author